ପ୍ରତ୍ୟକ୍ଷ ବପନ କୃଷି ହେଉଛି ଏକ କୃଷି କୌଶଳ ଯାହା ନର୍ସରୀରୁ ନେଇ ରୋପଣ କରିବାର ପାରମ୍ପରିକ ପଦ୍ଧତି ପରିବର୍ତ୍ତେ ସିଧାସଳଖ ଜମିରେ ବିହନ ବୁଣିବା ଦ୍ୱାରା ଧାନ ଚାଷ କରିବାରେ ସହାୟକ ହୋଇଥାଏ।
ସୋପାନ 1 : ଆର୍ଦ୍ର DSR ପାଇଁ (ଏହାକୁ ଟାର ବାଟାର ପଦ୍ଧତି ମଧ୍ୟ କୁହାୟାଏ) ଜମିକୁ ସମତଳ କରାୟାଏ ଏବଂ ବୁଣିବା ପୂର୍ବରୁ ଜମିରେ ଜଳସେଚନ କରାଯାଏ। ଶୁଷ୍କ DSR କୌଶଳ ପାଇଁ କେବଳ ଜମିକୁ ସମତଳ କରାଯାଏ।
ସୋପାନ 2 : ଆର୍ଦ୍ର DSR ପାଇଁ ପୂର୍ବରୁ ଭିଜା ହୋଇଥିବା ମଞ୍ଜିକୁ ସିଧାସଳଖ ମାଟିରେ ରୋପଣ କରାଯାଉଥିବାବେଳେ ଶୁଷ୍କ DSRରେ ଶୁଖିଲା ମଞ୍ଜିକୁ ମାଟିରେ ରୋପଣ କରାଯାଇଥାଏ।
DSRର ଲାଭ: