ଡାଇରେକ୍ଟ ଏକର୍ସ ହେଉଛି ବେୟରଙ୍କ ଦ୍ୱାରା ଏକ ସମନ୍ୱିତ ଫସଲ ପ୍ରଣାଳୀ ଆଭିମୁଖ୍ୟ ଯାହା ସାମଗ୍ରିକ ଫସଲ ସମାଧାନ (ଚିହ୍ନଟ, ପରାମର୍ଶ ଓ ସୁପାରିଶ) ପ୍ରଦାନ କରିଥାଏ ଯେଉଁଥିରେ ସେବା ସାମର୍ଥ୍ୟ (ରୋପଣ, ବୀମା, ପ୍ରୟୋଗ, କାର୍ବନ) ଅନ୍ତର୍ଭୂକ୍ତ ପ୍ରତ୍ୟକ୍ଷ ବପନ ଧାନଚାଷ ପାଇଁ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆପଣଙ୍କୁ ଧାନ ଚାଷର ପ୍ରତ୍ୟେକ ସୋପାନରେ ମାର୍ଗଦର୍ଶନ ଦେଇଥାଉ। ପ୍ରଥମ ପ୍ରୟାସରେ ଆପଣଙ୍କ ପ୍ରତ୍ୟକ୍ଷ ବପନ ଧାନକୁ ସଫଳ କରିବା ପାଇଁ ଆମେ ଆପଣଙ୍କୁ ଜମି ଅନୁସାରେ ପ୍ୟାକେଜ ସୂଚନା ଏବଂ ଯାନ୍ତ୍ରିକ ବୁଣା ପାଇଁ ସହାୟତା ମଧ୍ୟ ଯୋଗାଇ ଦେଉଛୁ!
ଏଥିରେ ଆପଣଙ୍କ ପାଇଁ କ'ଣ ରହିଛି :